ପାକ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ପାକିସ୍ତାନର କିଛି ଅଧିକାରୀଙ୍କ ସହିତ ନିୟମିତ ସମ୍ପର୍କରେ ଥିବା ସ୍ୱୀକାର କରିଛନ୍ତି…
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ପାକିସ୍ତାନର କିଛି ଅଧିକାରୀଙ୍କ ସହିତ ନିୟମିତ ସମ୍ପର୍କରେ ଥିବା ସ୍ୱୀକାର କରିଛନ୍ତି…
ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେ ପି ସିଂ କହିଛନ୍ତି । ଏଥିସହିତ ମୁମ୍ବାଇରେ ହୋଇଥିବା…
ବେଜିଂ: ଚୀନର କମୁ୍ୟନିଷ୍ଟ ସରକାର ସରକାରୀ କାର୍ଯ୍ୟକ୍ରମ ଆୟୋଜନରେ ଖର୍ଚ୍ଚ କାଟ କରିବାକୁ କଡା ନିଦେ୍ର୍ଦଶ ଦେଇଛନ୍ତି । ସରକାରୀ କର୍ମଚାରୀ, ଅଧିକାରୀମାନେ ସେମାନଙ୍କର ଭ୍ରମଣ, ଖାଦ୍ୟ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏସିଡ ଆକ୍ରମଣରୁ ଜଣେ ଯୁବତୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସଜାଗ ଦୃଷ୍ଟି ଯୋଗୁଁ ଏସିଡ ଆକ୍ରମଣରୁ ଯୁବତୀ ବର୍ତ୍ତିଯାଇଥିବାବେଳେ…
ନୂଆଦିଲ୍ଲୀ: ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି । ଭାରତ ସୀମାନ୍ତରେ ରହି ଅଥବା ଦେଶ ଭିତରୁ ମଧ୍ୟ ପାକିସ୍ତାନର ଯେକୋ÷ଣସି…
ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତିଚୁକ୍ତି ସ୍ୱାକ୍ଷର ସମ୍ଭାବନା ଉଜ୍ଜ୍ୱଳ ମନେହେଉଛି । ଏକଥା ନିଜେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି । ଆମେରିକା…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଦଶମ ଅଭିଯୋଗ ଶୁଣାଣି ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି । ଏହି ଅବସରରେ ବାକି ରହିଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ ନିମନ୍ତେ…
ଅମୃତସର: ପହଲଗାଓଁରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ପରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ସୀମା ଆରପଟୁ ଗୁଳି ଚାଳନା କରାଯିବା ପରେ ଭାରତ ‘ଅପରେସନ…
ମୁମ୍ବାଇ: ଏସିଆ କପ କ୍ରିକେଟରେ ଭାରତୀୟ ଦଳ ଅଂଶଗ୍ରଣ କରିବ ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଏଭଳି ଏକ କଠୋର ନିଷ୍ପତ୍ତି ନେଇଛି…
ହାଇଦରାବାଦ: ଏଠାରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୧୭ଜଣଙ୍କର ମୃତୁ୍ୟ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ର ଅନୁଯାୟୀ ନିଆଁରେ ପୋଡିଯାଇ ଅଥବା ଶ୍ୱାସରୁଦ୍ଧ ହୋଇ…