ପାକ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଜ୍ୟୋତି ମାଲହୋତ୍ରା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ପାକିସ୍ତାନର କିଛି ଅଧିକାରୀଙ୍କ ସହିତ ନିୟମିତ ସମ୍ପର୍କରେ ଥିବା ସ୍ୱୀକାର କରିଛନ୍ତି…

‘ହାଫିଜ ସଇଦକୁ ହସ୍ତାନ୍ତର କର, ସବୁ ସମସ୍ୟାର ସମାଧାନ ହୋଇଯିବ’

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେ ପି ସିଂ କହିଛନ୍ତି । ଏଥିସହିତ ମୁମ୍ବାଇରେ ହୋଇଥିବା…

ଏସିଡ ଆକ୍ରମଣ ଉଦ୍ୟମ ପଣ୍ଡ: ଅପରାଧୀକୁ ମାଡିବସିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏସିଡ ଆକ୍ରମଣରୁ ଜଣେ ଯୁବତୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସଜାଗ ଦୃଷ୍ଟି ଯୋଗୁଁ ଏସିଡ ଆକ୍ରମଣରୁ ଯୁବତୀ ବର୍ତ୍ତିଯାଇଥିବାବେଳେ…

ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ର ରହିଛି

ନୂଆଦିଲ୍ଲୀ: ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି । ଭାରତ ସୀମାନ୍ତରେ ରହି ଅଥବା ଦେଶ ଭିତରୁ ମଧ୍ୟ ପାକିସ୍ତାନର ଯେକୋ÷ଣସି…

ସ୍ୱର୍ଣ୍ଣମନ୍ଦିରକୁ ଟାର୍ଗେଟ କରିଥିଲେ ପାକିସ୍ତାନୀ ସେନା

ଅମୃତସର: ପହଲଗାଓଁରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ପରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ସୀମା ଆରପଟୁ ଗୁଳି ଚାଳନା କରାଯିବା ପରେ ଭାରତ ‘ଅପରେସନ…

ଦିଲ୍ଲୀ ବାହାରକୁ ସ୍ଥାନାନ୍ତରିତ ହେବ ତିହାର ଜେଲ

ନୂଆଦିଲ୍ଲୀ: ଦିଲ୍ଲୀ ବାହାରକୁ ଚର୍ଚ୍ଚିତ ତିହାର ଜେଲ ସ୍ଥାନାନ୍ତରିତ ହେବ । ସେଠାରେ ଯେତିକି ବନ୍ଦୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ତାହାର ଦୁଇଗୁଣ ବନ୍ଦୀ ରହୁଥିବାରୁ…

ଗଞ୍ଜାମ ପୋଲିସକୁ ସଫଳତା୨୦ ଗିରଫ: ୮ ମାଉଜର୍ ଓ ୩୧ ଅଫୁଟା ଗୁଳି ସହ ୧୪ ମୋବାଇଲ ଜବତଛତ୍ରପୁର: ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସପଳତା ।…