ଓଡ଼ିଶା କ୍ୟାଡର ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀ ଅନ୍ତର୍ଭୁକ୍ତିମୂଳକ ଶାସନ ଓ ସାମାଜିକ ସୁରକ୍ଷା ଯୋଜନା ବାବଦରେ ନେଲେ ଜ୍ଞାନ
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଏକ ଆଇ.ଏ.ଏସ. (IAS) ପ୍ରଶିକ୍ଷାର୍ଥୀ ଦଳ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (SSEPD) ବିଭାଗ ପରିଦର୍ଶନ କରିଛନ୍ତି। ସେମାନଙ୍କ ଜିଲ୍ଲାସ୍ତରୀୟ…
