ପୁରୀର ପ୍ରିୟଙ୍କାଙ୍କ ସହିତ ଜ୍ୟୋତିଙ୍କର ସମ୍ପର୍କ: ତଦନ୍ତ ଜାରି

ପୁରୀ: ପାକିସ୍ତାନ ପକ୍ଷରୁ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ସନେ୍ଦହରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କର ପୁରୀର ଜଣେ ଯୁବତୀ ପ୍ରିୟଙ୍କା ସେନାପତିଙ୍କର ସମ୍ପର୍କ ରହିଥିବା ଏବଂ…

ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜଣେ ବ୍ୟକ୍ତି କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ…

ଇଡିକୁ ସୁପ୍ରିମକୋର୍ଟଙ୍କ ତାଗିଦ- ସବୁ ସୀମା ଟପିଯାଉଛ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୁପ୍ରିମକୋର୍ଟ ଗାଳିଦେବା ସହିତ ତାହା ସମସ୍ତ ସୀମା ଟପିଯାଉଛି ଏବଂ ସଂଘୀୟ ଶାସନ ବିଚାରଧାରା ଉଲ୍ଲଂଘନ କରୁଥିବା କହିଛନ୍ତି । ତାମିଲନାଡୁରେ ସରକାରୀ…

ଛତିଶଗଡରେ ଏନକାଉଣ୍ଟର: ୩୦ ନକ୍ସଲ ନିହତ

ଋାୟପୁର: ଛତିଶଗଡରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୦ ଜଣ ନକ୍ସଲଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ତୁଙ୍ଗ ନକ୍ସଲ ନେତା ବାସବରାଜ ରହିଥିବା ଜଣାଯାଇଛି…

ଅପରେସନ ସିନ୍ଦୁରର ଆଉଟରିଚ୍‌ ଆରମ୍ଭ: ଜାପାନ ଓ ୟୁଏଇ ଗସ୍ତରେ ପ୍ରତିନିଧିଦଳ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଅପରେସନ ସିନ୍ଦୁର ସମ୍ପର୍କିତ ଆଉଟରିଚ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ସରକାରଙ୍କ ପକ୍ଷରୁ ଗଠିତ ପ୍ରତିନିଧିଦଳ ସଞ୍ଜୟ ଝା ଏବଂ ଶ୍ରୀକାନ୍ତ…

ଅଶୋକା ପ୍ରଫେସରଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଅଶୋକା ବିଶ୍ୱବିଦ୍ୟାଳୟ ପ୍ରଫେସର ଅଲି ଖାଁ ମାହମୁଦାବାଦଙ୍କୁ ସୁପ୍ରିମକୋର୍ଟ ବୁଧବାର ତାଙ୍କର ଅପରେସନ ସିନ୍ଦୁରକୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି…

‘ହାଫିଜ ସଇଦକୁ ହସ୍ତାନ୍ତର କର, ସବୁ ସମସ୍ୟାର ସମାଧାନ ହୋଇଯିବ’

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି ଇସ୍ରାଏଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜେ ପି ସିଂ କହିଛନ୍ତି । ଏଥିସହିତ ମୁମ୍ବାଇରେ ହୋଇଥିବା…

ଏସିଡ ଆକ୍ରମଣ ଉଦ୍ୟମ ପଣ୍ଡ: ଅପରାଧୀକୁ ମାଡିବସିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏସିଡ ଆକ୍ରମଣରୁ ଜଣେ ଯୁବତୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସଜାଗ ଦୃଷ୍ଟି ଯୋଗୁଁ ଏସିଡ ଆକ୍ରମଣରୁ ଯୁବତୀ ବର୍ତ୍ତିଯାଇଥିବାବେଳେ…

ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ର ରହିଛି

ନୂଆଦିଲ୍ଲୀ: ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି । ଭାରତ ସୀମାନ୍ତରେ ରହି ଅଥବା ଦେଶ ଭିତରୁ ମଧ୍ୟ ପାକିସ୍ତାନର ଯେକୋ÷ଣସି…

ସ୍ୱର୍ଣ୍ଣମନ୍ଦିରକୁ ଟାର୍ଗେଟ କରିଥିଲେ ପାକିସ୍ତାନୀ ସେନା

ଅମୃତସର: ପହଲଗାଓଁରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ପରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ସୀମା ଆରପଟୁ ଗୁଳି ଚାଳନା କରାଯିବା ପରେ ଭାରତ ‘ଅପରେସନ…