ଯୁବ ଉଦ୍ୟୋଗୀଙ୍କ ଭିତରେ ନୂତନ ଉତ୍ସାହ ଓ ଅତ୍ମବିଶ୍ୱାସ ସୃଷ୍ଟି କରୁଛି ‘ଷ୍ଟାର୍ଟଅପ୍ ଓଡ଼ିଶା’
ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ‘ଷ୍ଟାର୍ଟଅପ୍ ଓଡ଼ିଶା’ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍ ଶୁକ୍ରବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ…
